ମେଞ୍ଚା Meṅchā
- ଦେ. ବି (ସଂ. ମିଚ୍ ଧାତୁ=ମିଶ୍ରିତ କରିବା) — କାଦୁଆ ଆଦିର ପିଣ୍ଡ ବା ଗୁଳା — A ball of clay (etc); lump
- ଦେ. ବି (ସଂ. ମିଚ୍ ଧାତୁ=ମିଶ୍ରିତ କରିବା) — (ଯଥା—ପେଚା! ହାତ ଗୋଡ଼ ନାହିଁ ମାଉଁସ ମେଞ୍ଚା)
- ଦେ. ବି (ସଂ. ମିଚ୍ ଧାତୁ=ମିଶ୍ରିତ କରିବା) — ପୁଞ୍ଜୀକୃତ ବା ପିଣ୍ଡୀକୃତ ପଦାର୍ଥ — Anything rolled into a ball or lump
- ଦେ. ବି (ସଂ. ମିଚ୍ ଧାତୁ=ମିଶ୍ରିତ କରିବା) — [ଦ୍ର—କାଠୁଆ ଜିନିସ ଯାହା କି ଗୋଳା ବନ୍ଧା ଯାଇପାରେ ତାହା ଦ୍ୱାରା ମେଞ୍ଚା ହୁଏ।]
- ଦେ. ବି (ସଂ. ମିଚ୍ ଧାତୁ=ମିଶ୍ରିତ କରିବା) — ପିଣ୍ଡୀକୃତ ବହୁ ବସ୍ତୁ — Many things rolled into the shape of a ball
- ଦେ. ବି (ସଂ. ମିଚ୍ ଧାତୁ=ମିଶ୍ରିତ କରିବା) — [ଉ—ସାତ ଗ୍ରହଯାକ ମେଞ୍ଚାଟା ହୋଇକରି, ରହିଲେ ଆକାଶରେ ମହାତେଜ ଧରି। କୃଷ୍ଣସିଂହ. ମହାଭାରତ ଭୀଷ୍ମ।]
- ପ୍ରାଦେ (ବାମଣ୍ଡା) ବି — ମିଷ୍ଟାନ୍ନ ବିଶେଷ — A kind of sweetmeat