ମେଞ୍ଚାଏ Meṅchāe

  • ଦେ. ବିଣ (ଅନାଦରାର୍ଥ) — ପୁଳାଏ; ଗୁଳାଏ — A ball of; a lump of
  • ଦେ. ବି — ପୁଳାଏ ବା ବେଶି ପରିମାଣରେ ପ୍ରାପ୍ତ ଖାଦ୍ୟାଦି — A large ball of food etc
  • ଦେ. ବି — [ଉ—ପାଇଲେ ପାଇବୁ ମେଞ୍ଚାଏ, ନଇଲେ ପାଇବୁ କେଞ୍ଚାଏ। ଢଗ। ପୁତୁରା ସାଙ୍ଗରେ କଳି କଲି, ମହୁର ତିଅଣରୁ ମେଞ୍ଚାଏ ପାଆନ୍ତି, ତୁଣ୍ଡ ପରସାଦୁଁ ନାଶ ଗଲି—ଢଗ।]