ମେଞ୍ଚା ମେଞ୍ଚା Meṅchā meṅchā
- ଦେ. କ୍ରି. ବିଣ — ପୁଳାପୁଳା; ବହୁଶଃ ପିଣ୍ଡୀକୃତ — Rolled or clustered into many balls or clots or lumps
- ଦେ. କ୍ରି. ବିଣ — ବହୁ ପରିମାଣରେ ବ୍ୟାପ୍ତ ହେବା ପ୍ରକାରେ — Formed into spreading masses
- ଦେ. କ୍ରି. ବିଣ — ସାଲୁ ସାଲୁ; ଭେଜା ଭେଳା — In swarms
- ଦେ. କ୍ରି. ବିଣ — (ଯଥା—ତୋ ମୁଣ୍ଡରେ ଉକୁଣି ମେଞ୍ଚା ମେଞ୍ଚା ହେଉଛନ୍ତି।)