ମେଜଷ୍ଟରି Mejashṭari

  • ବୈଦେ. ବି (ଇଂ. ମାଜିଷ୍ଟ୍ରେସି) — ମାଜିଷ୍ଟ୍ରେଟଙ୍କ ପଦ — magistracy
  • ବୈଦେ. ବି (ଇଂ. ମାଜିଷ୍ଟ୍ରେସି) — କଚେରିର ଫଉଜଦାରି ବିଚାର ବିଭାଗ — The criminal department of a Magistrate's court