ମେଜଷ୍ଟରି ସୋପର୍ଦ୍ଦ Mejashṭari sopardda

  • ବୈଦେ. ବି (ଇଂ. ମାଜିଷ୍ଟ୍ରେଟ୍ ଓ ଫା. ସୁପୁର୍ଦ) — ଆସାମିକୁ ବିଚାର ନିମନ୍ତେ ମାଜିଷ୍ଟ୍ରେଟଙ୍କ ନିକଟକୁ ପ୍ରେରଣ — The sendeing of an accused to a magistrate for trial; commitment to a criminal court for trial