ମେଘନାଦ ବଧ Meghanāda badha

  • ସଂ. ବି — ଲକ୍ଷ୍ମଣଙ୍କଦ୍ୱାରା ଇନ୍ଦ୍ରଜିତର ଯୁଦ୍ଧରେ ପ୍ରାଣ ନାଶ — The slaying of Meghanāda by Lakshmaṇa
  • ଦେ. ବି — ବଙ୍ଗୀୟ କବି ମାଇକେଲ୍ ମଧୁସୂଦନ ଦତ୍ତଙ୍କ ପ୍ରଣୀତ ଅମିତ୍ରାକ୍ଷର ଛନ୍ଦୋଯୁକ୍ତ ପ୍ରସିଦ୍ଧ ମହାକାବ୍ୟ — Name of a famous Bengali poem in blank verse by poet Michael Madhusūdana Datta