ମେଘ ଦେଖି ଛତା ଧରିବା Megha dhekhi chhatā dharibā

  • ଦେ. କ୍ରି — ଯେଉଁ ଦିଗରୁ ପବନ ବୋହି ବର୍ଷା ଜଳ ଛାଟୁ ଥାଏ ସେହି ଦିଗକୁ ଛତା ବୁଲାଇବା — To direct the umbrella in accordance with the direction of the rain drops
  • ଦେ. କ୍ରି — (ଲକ୍ଷଣାର୍ଥ) ସମୟର ପ୍ରଭାବ ଦେଖି ନିଜର ଆଚରଣକୁ ବାଗେଇବା — To accomodate oneself to the change of times or opportunities