ମେଘ ଡମ୍ବର Megha ḍambara

  • ସଂ. ବି — ମେଘାଡ଼ମ୍ବର; ଆକାଶରେ ମେଘ ଘୋଟି ଯିବା — Overclouded state of the sky; the lowering of the clouds
  • ସଂ. ବି — ମେଘ ଗର୍ଜନ (ହି. ଶ) — 3. A big canopy
  • ସଂ. ବି — ଏକ ପ୍ରକାର ବଡ଼ ଛତା (ହି. ଶ) — A kind of big umbrella