ମେଘ ଡମରୁ Megha ḍa(ma)(ru)
- ଦେ. ବି — କଳା ମେଘୀ ଶାଢ଼ୀ — A cloth of the colour of clouds
- ଦେ. ବି — ନୀଳାମ୍ବରୀ ବା ନୀଳ ଶାଢ଼ୀ — Azure coloured cloth
- ଦେ. ବି — ଏକ ପ୍ରକାର ଶୁକ୍ଳ ଓ ଲମ୍ବା ଧାନ — A kind of white and long paddy
- ଦେ. ବି — [ଦ୍ର—ଏହାର ଫଳ ଛଡ଼ା ମୂଳଠାରୁ ଗଛର ସମସ୍ତ ଅଂଶର ରଙ୍ଗ ବାଇଗଣୀ।]