ମେଘ ଗର୍ଜନ Megha garajana

  • ସଂ. ବି. ( 6 ଷ୍ଠୀ ତତ୍) — ଘଡ଼ ଘଡ଼ି ଶବ୍ଦ; ମେଘ ଧ୍ୱନି — The roaring of thunder-clouds; clap of thunder
  • ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ମେଘ ଗର୍ଜନ ସମୟରେ ବେଦାଧ୍ୟୟନ ନିଷିଦ୍ଧ।]