ମେଗାସ୍ଥିନିସ୍ Megāsthinis
- ଦେ. ବି. (ନାମ) — ଜନୈକ ପ୍ରାଚୀନ ଗ୍ରୀକ୍ ପର୍ଯ୍ଯଟକ — Megasthenes; the Greek traveller who travelled in India three centuries before the Christian era
- ଦେ. ବି. (ନାମ) — [ଦ୍ର—ଗ୍ରୀକ୍ ପଣ୍ଡିତ ମେଗାସ୍ଥିନିସ୍ ଖ୍ରୀଷ୍ଟପୂର୍ବ 300 ବର୍ଷରେ ଭାରତକୁ ଆସିଥିଲେ। ସେ ଭାରତର ପ୍ରାୟ ସମସ୍ତ ଅଂଶ ପର୍ଯ୍ଯଟନ କରି ଭାରତବର୍ଷର ତଦାନୀନ୍ତନ ଅବସ୍ଥା ବିସ୍ତାରିତ ଭାବରେ ଲେଖି ଯାଇଅଛନ୍ତି।] — [ଦ୍ର—ଗ୍ରୀକ୍ ପଣ୍ଡିତ ମେଗାସ୍ଥିନିସ୍ ଖ୍ରୀଷ୍ଟପୂର୍ବ300ବର୍ଷରେ ଭାରତକୁ ଆସିଥିଲେ ସେ ଭାରତର ପ୍ରାୟ ସମସ୍ତ ଅଂଶ ପର୍ଯ୍ଯଟନ କରି ଭାରତବର୍ଷର ତଦାନୀନ୍ତନ ଅବସ୍ଥା ବିସ୍ତାରିତ ଭାବରେ ଲେଖି ଯାଇଅଛନ୍ତି]