ମେଗାଜିନ୍ Me-gājin

  • ବୈଦେ. ବି (ସଂ. ଇଂ. ମାଗାଜିନ୍) — ସାମୟିକ ପତ୍ରିକା — A magazine; (paper)
  • ବୈଦେ. ବି (ସଂ. ଇଂ. ମାଗାଜିନ୍) — ବାରୁଦାଗାର — A magazine; store for gunpowder etc