ମେଖଳି Mekhaḻi

  • ଦେ. ବି. (ସଂ. ମେଖଳା) — କଟି ମେଖଳା — Belt of the waist
  • ଦେ. ବି. (ସଂ. ମେଖଳା) — (ଉ—କୋଇଲି ଲୋ ଢଳୁଆଇ କଟିସ୍ଥ ମେଖଳୀ—କେଶବ କୋଇଲି।)
  • ଦେ. ବି. (ସଂ. ମେଖଳା) — ରାମ ଲୀଳା, କୃଷ୍ଣ ଲୀଳା ଆଦିରେ ଯାତ୍ରାକାରୀ ଓ ସା ଧମାନେ ମୁଣ୍ଡ ବାଟେ ଗଳାଇ କରି ପିନ୍ଧିବା ଏକ ପ୍ରକାର ପୋଷାକ, ଯହିଁରେ ହାତ ନ ଥାଏ ଓ ଯାହା ପେଟ ଓ ପିଠି ଆଡ଼େ ଅଣ୍ଟା ପର୍ଯ୍ୟନ୍ତ ଲମ୍ବି ଥାଏ — A kind of sleeveless coat for the body from the neek to the waist worn by male actors