ମେକ୍ସିକୋ Meksiko

  • ବୈଦେ. ବି (ଇଂ. ମେକ୍ସିକୋ) — ଦକ୍ଷିଣ ଆମେରିକାର ରାଜ୍ୟ ବିଶେଷ — Mexico in South America
  • ବୈଦେ. ବି (ଇଂ. ମେକ୍ସିକୋ) — [ଦ୍ର—ଏ ଦେଶର ବହୁ ସହସ୍ର ବର୍ଷ ପୂର୍ବର ପ୍ରାଚୀନ ସଭ୍ୟତା (ମୟ ସଭ୍ୟତା)ର ନିଦର୍ଶନ ଆଜିକାଲି ଭୂଗର୍ଭରୁ ମିଳୁଅଛି।]