ମେକେସର୍ ଅଏଲ୍ Mekesar ael
- ବୈଦେ. ବି (ଇଂ. ମାକାସର୍ ଅଏଲ୍) — ଏକ ପ୍ରକାର ଆଧୁନିକ ବାସନାତେଲ; ସୁଗନ୍ଧ କେଶତୈଳ ବିଶେଷ — Macasser oil
- ବୈଦେ. ବି (ଇଂ. ମାକାସର୍ ଅଏଲ୍) — [ଦ୍ର—ଭାରତ ମହାସାଗରର ବୋର୍ଣ୍ଣିଓ ଦ୍ୱୀପ ନିକଟସ୍ଥ ଗୋଟିଏ ଦ୍ୱୀପର ରାଜଧାନୀ ମାକାସର୍ (macasser) ନାମ ସହିତ ଏହାର ସଂପର୍କ ଅଛି। ଉକ୍ତ ଦ୍ୱୀପରେ ସୁଗନ୍ଧ ମସଲା ଜନ୍ମେ।]