ମେଉଆ ଚିଜ Meuā chija

  • ବୈଦେ. ବି—(ଫା) — କାବୁଲ ଦେଶରୁ ଆନୀତ ଅଙ୍ଗୁର, ବେଦାନା, କିସ୍ମିସ୍, ମନକ୍କା ଓ ଖଜୁର ଆଦି ଫଳ — Sweet fruits (grapes, pomegranate, resin etc.) brought from Kabul