ମୃଡ଼୍ (ଧାତୁ) Mṛuṟḍ̠ (root)

  • ସଂ — ଆନନ୍ଦିତ କରିବା — To delight
  • ସଂ — ସୁଖୀ କରିବା — To make happy
  • ସଂ — ସୁଖୀ ହେବା — To feel happy
  • ସଂ — ଚୂର୍ଣ୍ଣ କରିବା; ଗୁଣ୍ଡା କରିବା — To pound
  • ସଂ — ପେଷିବା — To grind