ମୃଷ୍ଟେରୁକ Mṛushṭeru ka
- ସଂ. ବି. ପୁଂ—(ପ୍ରକୃତିବାଦ) ଦାତା — A donor
- ସଂ. ବି. ପୁଂ—(ପ୍ରକୃତିବାଦ) ବଦାନ୍ୟ ବ୍ଯକ୍ତି — A liberal person; a magnanimous person
- ସଂ. ବି. ପୁଂ—(ପ୍ରକୃତିବାଦ) ଉପକାରକ — A benefactor
- ସଂ. ବି. ପୁଂ—(ପ୍ରକୃତିବାଦ) ମିଷ୍ଟ— ଭୋଜୀ ବ୍ଯକ୍ତି — An eater of sweetmeats
- ସଂ. ବି. ପୁଂ—(ପ୍ରକୃତିବାଦ) ଅତିଥି ଦ୍ୱେଷ୍ଟା — An inhospitable person
- ସଂ. ବି. ପୁଂ—(ପ୍ରକୃତିବାଦ) କୃପଣ ବ୍ଯକ୍ତି — A miser