ମୃଷ୍ (ଧାତୁ) Mush (root)

  • ସଂ. — ଚୋରି କରିବା — To steal
  • ସଂ. — ଲୁଣ୍ଠନ କରିବା — To loot; to rob
  • ସଂ. — ଭାଙ୍ଗିବା — To break
  • ସଂ. — ବିଭାଗ କରିବା — To divide