ମୃଷାର୍ଥକ Mṛushārthaka

  • ସଂ. ବିଣ. —(ମୃଷା=ମିଥ୍ୟା+ଅର୍ଥ ଧାତୁ+କର୍ତ୍ତୃ. ଅକ) — ଅନୃତ ବା ଅସମ୍ଭବାର୍ଥକ — conveying an impossible or absurd meaning
  • ବି — ଅସମ୍ଭବ ବାକ୍ୟ — Absurd speech
  • ବି — [ଯଥା—ଘୋଡ଼ା ଡିମ୍ବ; ଆକାଶ କଇଁଆଁ, ଆକାଶ, କୁସୁମ ଇତ୍ୟାଦି।]