ମୃଷାବାଦୀ Mṛushābādī

  • ସଂ. ବିଣ. ପୁଂ—(ମୃଷା=ମିଥ୍ୟା+ବଦ୍ ଧାତୁ=କହିବା+ କର୍ତ୍ତୃ. ଇନ୍; 1 ମା. 1 ବ) — ମିଥ୍ୟାବାଦୀ — Lying; speaking falsehood
  • ବି. — ମିଥ୍ୟା ଅଭିଯୋକ୍ତା — One who brings a false charge
  • ବି. — ମିଥ୍ୟାବାଦୀ ବ୍ଯକ୍ତି — A liar