ମୃଷାଧ୍ୟାୟୀ Mṛushādhyāyī

  • ସଂ. ବି — (ମୃଷା+ଧ୍ୟୈ ଧାତୁ=ଚିନ୍ତା କରିବା+କର୍ତ୍ତୃ. ଇନ 1 ମା. 1 ବ) — (ମୃଷା+ଧ୍ୟୈ ଧାତୁ=ଚିନ୍ତା କରିବା+କର୍ତ୍ତୃ. ଇନ1ମା.1ବ)
  • ସଂ. ବି — ବକ; ବଗ — The egret bird