ମୃଦୁଲୋମକ Mṛudulomaka

  • ସଂ. ବିଣ (ବହୁବ୍ରୀହି) — କୋମଳ ଲୋମ ବିଶିଷ୍ଟ — Having soft fur
  • ବି. (ବହୁବ୍ରୀହି) — ଠେକୁଆ — The hare