ମୃଦୁଦ୍ଭବ Mṛudubhaba

  • ସଂ. ବି. (ବହୁବ୍ରୀହି; ମୃତ୍=ମାଟି+ଉଦ୍ଭବ=ଜନ୍ମ ଯାହାର) — ମାଟିରୁ ଉତ୍ପନ୍ନ ବସ୍ତୁ — A pro- duction of the earth
  • ସଂ. ବି. (ବହୁବ୍ରୀହି; ମୃତ୍=ମାଟି+ଉଦ୍ଭବ=ଜନ୍ମ ଯାହାର) — ଉଦ୍ଭିଦ୍ଜ — Vagetable
  • ସଂ. ବିଣ — ମାଟିରୁ ଜାତ — Produced from the earth