ମୃଦୁଚ୍ଛଦ Mṛuduchchhada
- ସଂ. ବିଣ. (ବହୁବ୍ରୀହି; ମୃଦୁ+ଛଦ୍=ଆଚ୍ଛାଦନ, ବନ୍ଧନ ଯାହାର) — କୋମଳ ଆଚ୍ଛାଦନ ଯୁକ୍ତ; ଯାହାର ଚମଡ଼ା ବା ଛାଲ କୋମଳ — Having a soft covering or bark or skin; soft-skinned
- ବି — ଭୁର୍ଜ ପତ୍ର ବୃକ୍ଷ — The birch tree
- ବି — ଗିରିଜ ପୀଲୁ ବୃକ୍ଷ — A kind of wild tree; Salvadora Parsica
- ବି — କୁକ୍କୁରଦ୍ର; ପୋକଶୁଙ୍ଘା ଗୁଳ୍ମ — A wild plant; Blumea Lacera;
- ବି — ଶ୍ରୀତାଳ — A variety of palm tree