ମୃଦୁଚର୍ମୀ Mṛudu charmī

  • ସଂ. ବିଣ. (ମୃଦୁ+ଚର୍ମ+ଇନ୍; 1 ମା. 1 ବ.) — କୋମଳ ଚର୍ମ ବା ତ୍ୱକ୍ ବିଶିଷ୍ଟ — Soft-skinned
  • ବି — ଭୁର୍ଜ ବୃକ୍ଷ; ଭୁର୍ଜ ପତ୍ର ଗଛ — The birch tree