ମୃଦୁ ସ୍ୱାଦ Mṛudu swāda

  • ସଂ. ବିଣ. (ବହୁବ୍ରୀହି) — ଈଷତ୍ ସ୍ୱାଦବିଶିଷ୍ଟ (ଯାହା ଅତ୍ୟନ୍ତ ଖଟା ବା ରାଗ ବା ମିଠା ନୁହେଁ) — Having a delicate taste; of mild taste