ମୃଦୁ ସ୍ୱର Mṛudu swara

  • ସଂ. ବି (କର୍ମଧା) — କୋମଳ କଣ୍ଠସ୍ୱର — Mild tone
  • ସଂ. ବି (କର୍ମଧା) — କ୍ଷୀଣ ଶବ୍ଦ — Feeble
  • ସଂ. ବି (କର୍ମଧା) — ବିନୀତ ବାକ୍ୟ — Gentle words
  • ବିଣ. ପୁଂ (ବହୁବ୍ରୀହି) — ମୃଦୁସ୍ୱର ବିଶିଷ୍ଟ — (a person or tune or sound) Having mild or gentle tone