ମୃଦୁ ଫଳ Mṛudu phaḻa

  • ସଂ. ବି (ବହୁବ୍ରୀହି) — ବିକଙ୍କତ, ଭଇଞ୍ଚ; କଣ୍ଟା ଭଇଞ୍ଚ ଗୁଳ୍ମ — A plant; Flacourita Ramontchi
  • ସଂ. ବି (ବହୁବ୍ରୀହି) — ମଧୁର ନାରୀକେଳ — A sweet kind of cocoanut
  • ବିଣ. (ବ୍ରହୁବ୍ରୀହି) — କୋମଳ ଫଳ ବିଶିଷ୍ଟ (ବୃକ୍ଷ ବା ଲତା) — (a tree or creeper) Having soft fruits