ମୃଦୁ ପୁଷ୍ପ Mṛudu pushpa

  • ସଂ. ବି. (କର୍ମଧା) — କୋମଳ ପୁଷ୍ପ — Soft. flower
  • ସଂ. ବି. (କର୍ମଧା) — (ବହୁବ୍ରୀହି) ଶିରୀଷ ବୃକ୍ଷ — The Ṡirīsha tree
  • ବିଣ. ପୁଂ (ବହୁବ୍ରୀହି) — କୋମଳ ପୁଷ୍ପଯୁକ୍ତ (ବୃକ୍ଷ ବା ଲତା) — (tree or creeper) Having soft or tender flowers