ମୃଦୁ ତ୍ୱକ୍ Mṛudu twak

  • ସଂ. ବି. (ବହୁବ୍ରୀହି; ମୃଦୁ=କୋମଳ+ତ୍ୱଚ୍= ଛାଲ ଯାହାର) — ଭୁର୍ଜ ପତ୍ର ଗଛ — The birch tree