ମୃଦୁ ଗମନ Mṛudu gamana

  • ସଂ. ବି (କର୍ମଧା) — ମୃଦୁ ଗତି (ଦେଖ) — Mṛudu gati (See)
  • ବିଣ. ପୁଂ. (ବହୁବ୍ରୀହି) — ଧୀରଗତି ବିଶିଷ୍ଟ — Moving slowly; slow-paced