ମୃଦୁ ଗମନା Mṛudu gamanā

  • ସଂ. ବି. ସ୍ତ୍ରୀ — ହଂସୀ — A goose
  • ସଂ. ବି. ସ୍ତ୍ରୀ — ମନ୍ଦ— ଗାମିନୀ ସ୍ତ୍ରୀ — A slow paced woman
  • ସଂ. ବିଣ. ସ୍ତ୍ରୀ — ମୃଦୁଗମନର ସ୍ତ୍ରୀ ଲିଙ୍ଗ — Feminine of Mṛudu gamana