ମୃଦୁ କୋଷ୍ଠ Mṛudu koshṭha

  • ସଂ. ବିଣ. ପୁଂ. (ବହୁବ୍ରୀହି) — ଯେଉଁ ବ୍ଯକ୍ତିର ଝାଡ଼ା ତରଳିଆ ହୁଏ — (a person) Of lax bowels
  • ସଂ. ବିଣ. ପୁଂ. (ବହୁବ୍ରୀହି) — ଯେଉଁ ବ୍ଯକ୍ତିଠାରେ ଔଷଧାଦି ସହଜରେ କାର୍ଯ୍ୟକାରୀ ହୁଏ — (a person) On whom medicines easily take effect or act