ମୃଦିନୀ Mṛudinī

  • ସଂ. ବି. ସ୍ତ୍ରୀ. (ମୃଦା=ମୃତ୍ତିକା+ପ୍ରଶସ୍ତାର୍ଥେ. ଇନ୍ +ସ୍ତ୍ରୀ. ଈ) — ଉତ୍ତମ ମାଟି — Good soil
  • ସଂ. ବି. ସ୍ତ୍ରୀ. (ମୃଦା=ମୃତ୍ତିକା+ପ୍ରଶସ୍ତାର୍ଥେ. ଇନ୍ +ସ୍ତ୍ରୀ. ଈ) — ଗୋପୀ ଚନ୍ଦନ (ହି. ଶ) — A kind of soil used for painting the body