ମୃଦଙ୍ଗର ଦୁଇ ପିଠିରେ ହାତ ମାରିବା Mṛudaṅgara dui piṭhire hāta māribā

  • ଦେ. କ୍ରି — ଯେଉଁ ବ୍ଯକ୍ତି ଉଭୟ ପକ୍ଷ ବା ଦଳଙ୍କ ସଙ୍ଗେ ମିଶେ ବା ବନ୍ଧୁତା କରେ — (said of a person) siding with both parties in a contest or quarrel