ମୃତ୍ୟୃଫଳ Mṛutyu phaḻa

  • ସଂ. ବି — ମହାକାଳ ଫଳ — The colocinth
  • ସଂ. ବି — କଦଳୀ ଫଳ — Banana; plantain (fruit)
  • ସଂ. ବି — [ଦ୍ର—ଏ ଗଛରେ ଥରେ ଫଳ ଧଇଲେ ଏ ଗଛ ମରିଯାଏ।]