ମୃତ୍ୟୁମୁଖ Mṛutyumukha

  • ସଂ. ବି ( 6 ଷ୍ଠୀ ତତ୍, ମୃତ୍ୟୁ=ଯମ+ମୁଖ) — କାଳ— କବଳ; ମୃତ୍ୟୁର ବା କାଳଦେବତାଙ୍କ ପାଟି — The jaws of death; death's mouth
  • ସଂ. ବି ( 6 ଷ୍ଠୀ ତତ୍, ମୃତ୍ୟୁ=ଯମ+ମୁଖ) — ଆସନ୍ନ ମୃତ୍ୟୁ — Impending death