ମୃତ୍ୟୁପୁର Mṛutyupura

  • ସଂ. ବି — (ଯେଉଁ ପୁରରେ ଜୀବଗଣ ମରନ୍ତି) ମର୍ତ୍ତ୍ୟପୁର — The earth
  • ସଂ. ବି — [ଉ—ଆଉ ଅଳ୍ପ ଦିନର କଥା, ମୃତ୍ୟୁପରେ କି ଥିବା ସର୍ବଥା ? ପ୍ରାଚୀ. ରହସ୍ୟମଞ୍ଜରୀ।]