ମୃତ୍ତିକା Mṛuttikā

  • ସଂ. ବି—(ମୃଦ୍+ସ୍ୱାର୍ଥେ ତିକ+ସ୍ତ୍ରୀ. ଆ) — ମାଟି — Soil
  • ସଂ. ବି—(ମୃଦ୍+ସ୍ୱାର୍ଥେ ତିକ+ସ୍ତ୍ରୀ. ଆ) — କାଦୁଅ — Clay; mud
  • ସଂ. ବି—(ମୃଦ୍+ସ୍ୱାର୍ଥେ ତିକ+ସ୍ତ୍ରୀ. ଆ) — ଗନ୍ଧ ମାଟି — Scented soil
  • ସଂ. ବି—(ମୃଦ୍+ସ୍ୱାର୍ଥେ ତିକ+ସ୍ତ୍ରୀ. ଆ) — ଭୂମି — Earth