ମୃତ୍ତିକା ଲେପନ Mṛuttikā lepana

  • ସଂ. ବି.—( 6 ଷ୍ଠୀ ତତ୍; ମୃତ୍ତିକା+ଲେପନ) — ଦେହରେ ମାଟି ବୋଳିବା ବା ଚିତା କରିବା — Besmearing the body with paste of ochre
  • ସଂ. ବି.—( 6 ଷ୍ଠୀ ତତ୍; ମୃତ୍ତିକା+ଲେପନ) — ଘରେ ମାଟି ଲେପିବା — Besmearing the walls with clay