ମୃତ୍ତିକା ଭକ୍ଷଣେଚ୍ଛା Mṛuttikā bhakshaṇechchhā

  • ସଂ. ବି — (ଗର୍ଭିଣୀର ବା ଶିଶୁର) ମାଟି ଖାଇବା ନିମନ୍ତେ ଅଭିଳାଷ — Geophagism; a depraved habit of eating earth (observed in some pregnant women and children)