ମୃତ ସଞ୍ଜୀବନ Mṛuta san̄jībana
- ସଂ. ବି. (ମୃତ+ସମ୍+ଜୀବ୍ ଧାତୁ+ଭାବ. ଅନ) — ମୃତ ବ୍ଯକ୍ତିର ପୁନର୍ବାର ଜୀଇଁବା — Revival of a dead person
- ସଂ. ବି. (ମୃତ+ସମ୍+ଜୀବ୍ ଧାତୁ+ଭାବ. ଅନ) — ମଲା ମଣିଷକୁ ଜୀଆଁଇବା — The art or process of restoring a dead man to life; restoration of a dead body to life; revivification
- ବିଣ — ଯଦ୍ଦ୍ୱାରା ମୃତ ବ୍ଯକ୍ତି ଜୀଇଁ ଉଠେ — Able to restore a dead man to life or to restore a dead person