ମୃତ ବତ୍ସା Mṛuta batsā
- ସଂ. ବି. ସ୍ତ୍ରୀ. (ମୃତ+ବତ୍ସ+ସ୍ତ୍ରୀ. ଆ; ବହୁବ୍ରୀହି) — ମଡ଼ିଛୀ; ଯେଉଁ ସ୍ତ୍ରୀର ସନ୍ତାନମାନେ ଜନ୍ମ ହେବା ପରେ ବେଶୀ ଦିନ ବଞ୍ଚନ୍ତି ନାହିଁ — A woman whose offsprings never survive their infancy
- ସଂ. ବି. ସ୍ତ୍ରୀ. (ମୃତ+ବତ୍ସ+ସ୍ତ୍ରୀ. ଆ; ବହୁବ୍ରୀହି) — ଯେଉଁ ସ୍ତ୍ରୀ ମଲା ପିଲା ଜନ୍ମ କରେ — A woman who brings forth still born children