ମୃତ ଦାର Mṛuta dāra

  • ସଂ. ବି. ପୁଂ (ମୃତ+ଦାର=ସ୍ତ୍ରୀ; ବହୁବ୍ରୀହି) — ଯାହାର ସ୍ତ୍ରୀ ମରିଅଛି; ବିପତ୍ନୀକ — Widower
  • ବିଣ. ପୁଂ — ମୃତପତ୍ନୀକ — Surviving one's wife