ମୃତ କଳ୍ପ Mṛuta kaḻpa

  • ସଂ. ବିଣ (ମୃତ+ଈଷଦୂନାର୍ଥେ, କଳ୍ପ) — ମୃତପ୍ରାୟ; ମରଣାପନ୍ନ — Almost dead; nearly dead (though not actually dead)
  • ସଂ. ବିଣ (ମୃତ+ଈଷଦୂନାର୍ଥେ, କଳ୍ପ) — ସଂଜ୍ଞାହୀନ ବା ଚୈତନ୍ୟହୀନ; ମୂର୍ଚ୍ଛିତ — Insensible; fainted