ମୃଣାଳିନୀ Mṛuṇāḻinī

  • ସଂ. ବି. ସ୍ତ୍ରୀ (ମୃଣାଳ+ଅସ୍ତ୍ୟର୍ଥେ. ଇନ୍+ସ୍ତ୍ରୀ ଈ) — ପଦ୍ମିନୀ; ପଦ୍ମସମୂହ — A cluster or collection of lotus
  • ସଂ. ବି. ସ୍ତ୍ରୀ (ମୃଣାଳ+ଅସ୍ତ୍ୟର୍ଥେ. ଇନ୍+ସ୍ତ୍ରୀ ଈ) — ପଦ୍ମବହୁଳ ଦେଶ — A country abounding in lotuses
  • ସଂ. ବି. ସ୍ତ୍ରୀ (ମୃଣାଳ+ଅସ୍ତ୍ୟର୍ଥେ. ଇନ୍+ସ୍ତ୍ରୀ ଈ) — ପଦ୍ମଲତା — The lotus plant (consisting of many lotus-stalks with flowers)