ମୃଜା Mṛujā

  • ସଂ. ବି (ମୃଜ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ଦେହକୁ ଧୋଇ ଓ ଘଷି ପରିଷ୍କାର କରିବା — The act of cleansing the body by washing and rubbing
  • ସଂ. ବି (ମୃଜ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — ବିଶୋଧନ — Purification
  • ସଂ. ବି (ମୃଜ୍ ଧାତୁ+ଭାବ. ଅ+ସ୍ତ୍ରୀ. ଆ) — [ଦ୍ର—ମାଟିଚୂନାକୁ ଓ ଶସ୍ୟଚୂନାକୁ ଦେହରେ ଘଷି ଦେହ ପରିଷ୍କାର କରାଯାଏ। ଏହି ଅର୍ଥରୁ ଓଡ଼ିଆ ମୁରୁଜ' ହୋଇଅଛି।]