ମୃଚ୍ଛକଟିକ Mṛuchchhakaṭika

  • ସଂ. ବି (ମୃତ୍=ମାଟି+ଶକଟିକା=ଛୋଟ ଶଗଡ଼+ଅ) — ରାଜା ଶୂଦ୍ରକଙ୍କ ରଚିତ ପ୍ରସିଦ୍ଧ ସଂସ୍କୃତ ନାଟକ — Name of a Sanscrit drama by king Ṡūdraka