ମୃଗ୍ (ଧାତୁ) Mṛug (root)

  • ସଂ — ଅନ୍ୱେଷଣ କରିବା — To seek for
  • ସଂ — ଯାଚ୍ଞା କରିବା — To beg for; to ask for
  • ସଂ — ପଶ୍ଚାଦନୁସରଣ କରିବା — To pursue
  • ସଂ — ଶିକାର କରିବା — To hunt; to chase